ହିନ୍ଦୁ ସଙ୍ଗଠନ ଟାର୍ଗେଟରେ ରୋମିୟ: ହିନ୍ଦୁ ମହାସଭା ପକ୍ଷରୁ ସ୍ୱାଗତ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ହିନ୍ଦୁ ସଙ୍ଗଠନର ଟାର୍ଗେଟରେ ଏବେ ରୋମିୟ (ପ୍ରେମୀ ଯୋଡ଼ି)। ସଙ୍ଗଠନ ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ସ୍କୁଲ/କଲେଜକୁ ପାଠ ପଢ଼ିବା ନାଁ’ରେ ଆସି ଷ୍ଟେସନ, ତୋଟା, ପାହାଡ଼ ତଳ, ଜଙ୍ଗଲରେ ରୋମାନ୍ସରେ ମାତୁଥିବା ପ୍ରେମୀ ଯୁଗଳଙ୍କୁ ଏମାନେ ଟାର୍ଗେଟ୍ କରୁଛନ୍ତି। ଏତାଦୃଶ କାର୍ଯ୍ୟପାଇଁ ସେମାନଙ୍କୁ ବାରଣ କରାଯାଉଛି ଏବଂ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଉଛନ୍ତି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ପାଶ୍ଚାତ୍ୟ ସଂସ୍କୃତି, ପରମ୍ପରା ଏଠାରେ ଚଳିବ ନାହିଁ, ବିଶେଷ … Continue reading ହିନ୍ଦୁ ସଙ୍ଗଠନ ଟାର୍ଗେଟରେ ରୋମିୟ: ହିନ୍ଦୁ ମହାସଭା ପକ୍ଷରୁ ସ୍ୱାଗତ ..