Odiapua.com

ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ରୋଡ ରୋମିଓ

ଭୁବନେଶ୍ବର ୯-୯ (ଓଡ଼ିଆ ପୁଅ) ଭୁବନେଶ୍ବର ଜଗନ୍ନାଥ ନଗରରେ ରବିବାର ଦିନ ୧୧ଟା ସମୟରେ ବେଳେ ଯୁବତୀଙ୍କୁ କମେଣ୍ଟ ମାରିବା ସହ ପିଛା କରୁଥିଲେ ୨ ଜଣ ଯୁବକ। ଏହା ଦେଖିପାରି ସ୍ଥାନୀୟ ଲୋକ ଘେରିଥିଲେ ଯୁବକ ଦ୍ୱୟଙ୍କୁ। ସ୍ଥାନୀୟ ଲୋକ ଘେରିଯିବା ପରେ ଉଭୟଙ୍କୁ ମାଡ଼ ମାରିଲେ ଯୁବତୀ। ଏହା ପରେ ସୋସିଆଲ ମିଡିଆରେ ମାଡ଼ ମାରିବା ଓ ଉଠ୍‌ବସ୍ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି।