ଚପଲ ପିନ୍ଧି ବାଇକ୍ ଚଲାଇଲେ କ’ଣ ଫାଇନ୍ ?

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକଲ୍ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକ ମାନଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।ଟ୍ରାଫିକ୍ ନିୟମ ପାଳନରେ ବିଭିନ୍ନ ପ୍ରକାର ତୃଟି ଦର୍ଶାଯାଇ ଚାଳକମାନଙ୍କ ଠାରୁ ମୋଟା ଅଙ୍କରେ ଜୋରିମାନା ଆଦାୟ କରାଯାଉଛି।ତେବେ, ଏ’ ଭିତରେ ଟ୍ରାଫିକ ନିୟମକୁ ନେଇ ଅନେକ ପ୍ରକାର ଗୁଜବ ମଧ୍ୟ ସୃଷ୍ଟି ହେଉଛି।ଅନେକ ଲୋକଙ୍କ ମନରେ ଏବେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି ଯେ କ’ଣ ଚପଲ କିମ୍ବା ସ୍ୟାଣ୍ଡେଲ୍ ପିନ୍ଧି … Continue reading ଚପଲ ପିନ୍ଧି ବାଇକ୍ ଚଲାଇଲେ କ’ଣ ଫାଇନ୍ ?