Odiapua.com

ଗବେଷଣାରୁ ଜଣା ପଡ଼ିଛିଯେ, ୨୧ ଟି ବିଦ୍ୟମାନ ଔଷଧ, ଯାହାକି Covid-19 ର ଚିକିତ୍ସା କରିପାରିବ

ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) : ବୈଜ୍ଞାନିକମାନଙ୍କର ଏକ ବିଶ୍ୱସ୍ତରୀୟ ଟିମ୍‌ ୨୧ ଟି ବିଦ୍ୟମାନ ଔଷଧ ଚିହ୍ନଟ କରିଛନ୍ତି ଯାହାକି SARS-CoV-2, ଯାହା ଫଳରେ କୋଭିଡ୍ -୧୯ ରୋଗ ସୃଷ୍ଟି ହୋଇଥାଏ, ତାହାର ସଂକ୍ରମଣକୁ ରୋକିପାରିବ।

ନେଚର ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛିଯେ, ଚାରୋଟି ଔଷଧ ଯୁଗ୍ମ ଭାବରେ ରିମଡେସିଭର୍ ସହିତ ସିନର୍ଜିଷ୍ଟିକ୍ କୋଭିଡ୍ -୧୯ ପାଇଁ ବର୍ତ୍ତମାନର ଚିକିତ୍ସାମାନକ ଭାବରେ କାମ କରୁଥିବା ଦେଖିବାକୁ ମିଳିଛି।

ଆମେରିକା, କାଲିଫର୍ନିଆର ଏକ ପ୍ରତିଷ୍ଠାନ, “ସାନଫୋର୍ଡ ବର୍ନହମ୍ ପ୍ରିବିସ୍ ମେଡିକାଲର ପ୍ରଫେସର ସୁମିତ ଚନ୍ଦା କହିଛନ୍ତି, “ରେମଡେସିଭର୍ ହସ୍ପିଟାଲରେ ରୋଗୀମାନଙ୍କ ଆରୋଗ୍ୟ ହେବା ସମୟକୁ କମ୍ କରିବାରେ ସଫଳ ହୋଇଛି। କିନ୍ତୁ ଏହି ଔଷଧକୁ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରରେ ସମସ୍ତଙ୍କ ପାଇଁ କାମ କରେ ନାହିଁ। ଯାହାକି ଯଥେଷ୍ଟ ଭଲ ନୁହେଁ”।

ଆମେରିକାରେ ଏବଂ ବିଶ୍ୱରେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି, ସୁଲଭ ମୂଲ୍ୟରେ, ପ୍ରଭାବଶାଳୀ ତଥା ସହଜରେ ଉପଲବ୍ଧ ଔଷଧ ଖୋଜି ବାହାର କରିବା ଜରୁରୀ ଅଟେ ଯାହା ରିମଡେସିଭିରର ବ୍ୟବହାର ଏହାକୁ ପୂର୍ଣ୍ଣ କରିପାରିବ ତଥା ଏହି ଔଷଧ ଯାହା ପ୍ରୋଫାଇଲାକ୍ଟିକ୍ କିମ୍ବା ପ୍ରଥମ ସଙ୍କେତରେ ରୋଗୀଙ୍କୁ ଦିଆଯାଇପାରେ।”