ଦିଗବିଜୟଙ୍କ ବିରୋଧରେ ଭୋପାଳରୁ ଲଢ଼ିବା ପାଇଁ ଇଛୁକ ପ୍ରଜ୍ଞା ଠାକୂର

ଭୋପାଳ:ମାଲେଗାଓଁ ବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇ ସାରିଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର କହିଛନ୍ତି ଯଦି ସଙ୍ଗଠନ ଚାହିଁବ ତେବେ କଂଗ୍ରେସ ପାର୍ଥି ଦିଗବିଜୟ ସିଂଙ୍କ ବିରୋଧରେ ସେ ଭୋପାଳ ଲୋକସଭା ଆସନରୁ ଭାଜପା ଟିକେଟରୁ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି।ଭୋପାଳ ଲୋକସଭା ଆସନଟି ଭାଜପାର ମଜଭୁତ ଗଡ଼ ଭାବରେ ଜଣାଶୁଣା।ଏହି ସିଟରେ ୧୯୮୯ ମସିହାରୁ ଭାଜପାର କବ୍ଜା ରହି ଆସିଛି। ପ୍ରଜ୍ଞା କହିଛନ୍ତି,ଦିଗବିଜୟ ସିଂ ଜଣେ ହିନ୍ଦୁ ବିରୋଧୀ ନେତା।ସେ ହିନ୍ଦୁ ମାନଙ୍କୁ ଆତଙ୍କବାଦୀ କହିଥିଲେ।ତେବେ … Continue reading ଦିଗବିଜୟଙ୍କ ବିରୋଧରେ ଭୋପାଳରୁ ଲଢ଼ିବା ପାଇଁ ଇଛୁକ ପ୍ରଜ୍ଞା ଠାକୂର