Odiapua.com

ପ୍ରଭାସ ୨୦: ସାର୍ଟଲେସ୍ ଦେଖାଦେବେ ପ୍ରଭାସ !

ମୁମ୍ବାଇ: ସାହୁ ପରେ ବାହୁବଲୀ ଷ୍ଟାର ପ୍ରଭାସଙ୍କର ଆସୁଛି ଆଉ ଏକ ଫିଲ୍ମ।ଯେଉଁଥିରେ ପ୍ରଭାସ ସାର୍ଟ ଖୋଲିବେ।ଅର୍ଥାତ୍ ପ୍ରଭାସ ଫିଲ୍ମଟିରେ ଫୁଙ୍ଗୁଳା ରୂପରେ ଦେଖାଦେବେ।ଫିଲ୍ମଟିର ନାମ ପ୍ରଭାସ ୨୦।ସୂଚନା ମୁତାବକ ବାହୁବଲୀ ଅପେକ୍ଷା ପ୍ରଭାସ ୨୦ରେ ତାଙ୍କର ଅଧିକ ସାର୍ଟଲେସ୍ ସିନ୍ ରହିବ।ଫିଲ୍ମଟି ନିର୍ଦ୍ଦିଷ୍ଟ ଭାବରେ ପ୍ରଭାସଙ୍କର ଫିଟନେସକୁ ଗୁରୁତ୍ୱ ଦେଇ ନିର୍ମାଣ କରାଯିବ।ତେଣୁ, ଏବେଠୁ ପ୍ରଭାସ ଡାଏଟ୍ ପ୍ଲାନ୍ ସହିତ ଫିଟନେସ୍ ଟ୍ରେନିଂକୁ ଗୁରୁତ୍ୱ ଦେଉଛନ୍ତି।ସିକ୍ସ ପେକ୍ ଏବ୍ସ ପାଇଁ ଏବେ ଅଧିକ ସମୟ ଜିମରେ ୱାର୍କଆଉଟ କରୁଛନ୍ତି ପ୍ରଭାସ।//ଦେବଦତ୍ତ ରଥ