Odiapua.com

କୋଚ୍ଚିକୁ କରାଚୀ କହିଦେଲେ ମୋଦୀ:ଏବେ ମୁଣ୍ଡରେ ପାକିସ୍ଥାନ ଚିନ୍ତା ରହୁଛି

ଜାମନଗର: ଗୁଜୁରାଟର ଜାମନଗରରେ ଆୟୁଷ୍ମାନ ଯୋଜନାକୁ ନେଇ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚ୍ଚି (କେରଳ) କଥା କହିବାକୁ ଯାଇ କରାଚୀ (ପାକିସ୍ଥାନ) କହି ଦେଇଥିଲେ।ଏହାକୁ ନେଇ ପରେ ମୋଦୀ କହିଥିଲେ କରାଚୀ ନୁହେଁ,କୋଚ୍ଚି।ଏବେ ମୋ ମୁଣ୍ଡ (ମନ ମସ୍ତିଷ୍କ)ରେ ପଡ଼ୋଶୀ ଦେଶ ପାକିସ୍ଥାନର ଚିନ୍ତା ରହୁଛି।କିନ୍ତୁ ଏହା (ପାକିସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ) ଜରୁରୀ ଥିଲା।କ’ଣ ଏହା ହେବା ଜରୁରୀ ଥିଲା ନାଁ ନାହିଁ?/ଦେବଦତ୍ତ