Odiapua.com

କୋଭିଡ -୧୯ ଟୀକାକରଣ ବିଷୟରେ ଜାନୁଆରୀ ୧୧ ରେ ପ୍ରଧାନମନ୍ତ୍ରୀ ମୋଦୀ, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ଜାନୁଆରୀ ୧୧ ରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ -୧୯ ଟୀକାକରଣ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।