ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ

ଭୁବନେଶ୍ୱର: ରାଜଧାନୀରେ ଏବେ ବର୍ଷକ ପାଇଁ ୭ଟି ଡ୍ୟାନ୍ସ ବାର୍ ଖୋଲାଯିବା ନେଇ କିଛି ସର୍ତ୍ତ ସହ ଅନୁମତି ମିଳିଛି।ଏହାକୁ ନେଇ ବାର ଆସୋସିଏସନ ସ୍ୱାଗତ ଜଣାଇଥିବା ବେଳେ ରକ୍ଷଣଶୀଳ ଏବଂ ସଂସ୍କୃତିବାଦୀ ମାନେ ଏହାକୁ ନାପସନ୍ଦ କରୁଛନ୍ତି।ତେବେ ଏହାକୁ ନେଇ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ କଟାକ୍ଷ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ପିଙ୍କି ଲେଖିଛନ୍ତି, “ଡିୟର ବିଜେଡି, ମହିଳାଙ୍କ ପିଙ୍କ୍ ଅଟୋ ଗଲା କୁଆଡ଼େ?ପରୀ ରଥ କୁଆଡେ ଗଲା?ହେଲେ … Continue reading ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ