Odiapua.com

ବେଆଇନ୍ ମଦ ଜବତ, ପୋଚ ନଷ୍ଟ ୬ ଗିରଫ

ଝାରସୁଗୁଡ଼ା ୭-୫ (ଓଡ଼ିଆ ପୁଅ) ଝାରସୁଗୁଡ଼ା ପୋଲିସ୍ ବେଆଇନ୍ ମଦ ଜବତ କରିବା ସହିତ ପୋଚ ନଷ୍ଟ କରିଥିବା ଖବର ମିଳିଛି। ଜିଲ୍ଲା ପୋଲିସ୍ ତରଫରୁ ଦିଆଯାଇଥିବା ସୂଚନାନୁଯାୟୀ ୪୦ କ୍ୱିଣ୍ଟାଲ ପୋଚ ନଷ୍ଟ କରାଯାଇଛି। ୧୭୦ ଲିଟର ମଦ ଜବତ କରିବା ସହିତ ୪ ଟି ମୋଟର ସାଇକେଲ ଜବତ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି ଏବଂ ପରିବହନ ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି।