Odiapua.com

ସର୍ଦ୍ଦାର ନଥିଲେ ସୋମନାଥ ଦର୍ଶନ ପାଇଁ ଆଜି ଭାରତୀୟଙ୍କୁ ଭିସା ଆବଶ୍ୟକ ପଡ଼ିଥାଆନ୍ତା:ମୋଦୀ

ଭୁବନେଶ୍ୱର;୩୧,ଅକ୍ଟୋବର:ଷ୍ଟାଚ୍ୟୁ ଅଫ ୟୁନିଟର ଲୋକାର୍ପଣ ଅବସରରେ ନରେନ୍ଦ୍ର ମୋଦୀ କହିଛନ୍ତି,ଯଦି ସର୍ଦ୍ଦାର ପଟେଲ ସେପରି କାମ କରି ନଥାନ୍ତେ,ସଂକଳ୍ପ କରି ନଥାନ୍ତେ,ତେବେ ଆଜି ଗୁଜୁରାଟ ଗୀରର ସିଂହଙ୍କୁ ଦେଖିବା ପାଇଁ,ଶିବଭକ୍ତ ମାନଙ୍କୁ ସୋମନାଥ ମନ୍ଦିରରେ ପୂଜା କରିବା ପାଇଁ ଏବଂ ହାଇଦ୍ରାବାଦର ଚାରମିନାର ଦର୍ଶନ ପାଇଁ ଆମ ଭାରତୀୟଙ୍କୁ ଭିସା ନେବାକୁ ପଡ଼ିଥାଆନ୍ତା।/ଦେବଦତ୍ତ