ପାଟକୁରା ନିର୍ବାଚନ: ଧର୍ମକୁ ଆଖିଠାର

ଭୁବନେଶ୍ୱର ୬ ଜୁଲାଇ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଚଳିତ ମାସ କୋଡ଼ିଏ ତାରିଖରେ ହେବାକୁ ଯାଉଛି ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ। ୨୪ ତାରିଖ ଦିନ ହେବ ଭୋଟ ଗଣତି। ଏଠାରେ ସୂଚନାଯୋଗ୍ୟଯେ, ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ ସେହି ଆସନରୁ ବିଡେଡ଼ି ଟିକେଟ ପାଇଥିବା ବେଦ୍ ପ୍ରକାଶ ଅଗ୍ରୱାଲଙ୍କର ମୃତ୍ୟୁ ହୋଇଯାଇଥିଲା। ସେଥି ସକାଶେ ଏହି ବିଧାନସଭା ଆସନର ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନର। ପାଟକୁରା ଆସନଟି ବିଜେଡ଼ି କବ୍ଜାରେ ଥିଲା … Continue reading ପାଟକୁରା ନିର୍ବାଚନ: ଧର୍ମକୁ ଆଖିଠାର