ପରମାଣୁ ଆକ୍ରମଣର ଧମକ ମଧ୍ୟରେ ପାକିସ୍ତାନ କଲା ‘ଗଜନବୀ’ ମିସାଇଲର ପରୀକ୍ଷଣ

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ପାକିସ୍ଥାନ ନିଜର ବାଲାଷ୍ଟିକ୍ ମିସାଇଲ ଗଜନବୀର ପରୀକ୍ଷଣ କରିଛି। ଗୁରୁବାରଦିନ ସଫଳତାର ସହିତ ପରୀକ୍ଷଣ କରିଛି ପାକିସ୍ଥାନ। ‘ଗଜନବୀ’ ୨୯୦ ରୁ ୩୨୦ କିଲୋମିଟର ପର୍ଯ୍ୟନ୍ତ ଦୂର ପର୍ଯ୍ୟନ୍ତ କ୍ଷେପଣ କରିବାପାଇଁ ସକ୍ଷମ ଅଟେ। ଏହି ମିସାଇଲ ୭୦୦ କିଲୋଗ୍ରାମ ବିଷ୍ପୋରଣ କରିବାର କ୍ଷମତା ଅଛି। ଏହାର ପରୀକ୍ଷଣ କରାଚୀ ନିକଟରେ ଥିବା ସୋନମିୟାନୀ ବିମାନ ପରୀକ୍ଷଣ ରେଞ୍ଜରେ କରାଯାଇଛି। ‘ଗଜନବୀ’ ର ପରୀକ୍ଷଣ ପାଇଁ ପାକିସ୍ତାନ କରାଚୀ ଏୟାରସ୍ପେସକୁ … Continue reading ପରମାଣୁ ଆକ୍ରମଣର ଧମକ ମଧ୍ୟରେ ପାକିସ୍ତାନ କଲା ‘ଗଜନବୀ’ ମିସାଇଲର ପରୀକ୍ଷଣ