Odiapua.com

ଓଡ଼ିଶାରୁ ୨୧ତମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୪-୪ (ଓଡ଼ିଆ ପୁଅ) ୨୯ ବର୍ଷର ପୁରୁଷ କଳାହାଣ୍ଡି ଜିଲ୍ଲାରୁ ଆଜି COVID-19 ଟେଷ୍ଟ ପଜିଟିଭ୍ ଆସିଛି। ତାଙ୍କର ବାହାରୀନ୍ ଯାତ୍ରା ଇତିହାସ ରହିଥିବା ଜଣାପଡ଼ିଛି। ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହୋଇଛି।