Odiapua.com

ରାଜ୍ୟରେ ୫୨୭ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୦୬୨୪ କୁ ବୃଦ୍ଧି , ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

– ନୂଆ ଆକ୍ରାନ୍ତ: ୫୨୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୩୮
– ସ୍ଥାନୀୟ ଅଞ୍ଚଳରୁ୧୮୯

– ୨୬ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୧୫

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୨୬
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲା: ୨୧
୬- କଟକ ଜିଲ୍ଲାରୁ – ୧୭
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଜପତି ଜିଲ୍ଲାରୁ – ୩
୯- ଗଞ୍ଜାମ ଜିଲ୍ଲାରୁ – ୨୧୫
୧୦- ଜଗତସିଂହପୁର ଜିଲ୍ଲାରୁ – ୪
୧୧- ଯାଜପୁର ଜିଲ୍ଲାରୁ – ୨୫
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୪- କେନ୍ଦୁଝର ଜିଲ୍ଲାରୁ – ୭
୧୫- ଖୋର୍ଦ୍ଧା ଜିଲ୍ଲା: ୫୦
୧୬- କୋରାପୁଟ ଜିଲ୍ଲାରୁ – ୬
୧୭- ମାଲକାନଗିରି : ୩
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୧୦
୧୯- ନବରଙ୍ଗପୁର ଜିଲ୍ଲାରେ: ୩
୨୦- ନୟାଗଡ଼ ଜିଲ୍ଲାରୁ – ୧୮
୨୧- ନୂଆପଡ଼ା ଜିଲ୍ଲାରୁ – ୪
୨୨- ପୁରୀ ଜିଲ୍ଲାରୁ – ୧୬
୨୩- ରାୟଗଡ଼ା ଜିଲ୍ଲାରୁ – ୧
୨୪- ସମ୍ବଲପୁର ଜିଲ୍ଲାରୁ – ୧
୨୫- ସୋନପୁର ଜିଲ୍ଲାରୁ – ୫
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୭୮

– ନୂଆ ସୁସ୍ଥ ହୋଇଥିଲେ୨୧୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୩୦୮୬୯୮
– ମୋଟ ଆକ୍ରାନ୍ତ ୧୦୬୨୪
– ମୋଟ ସୁସ୍ଥ ହେଲେଣି ୬୭୦୩
– ସକ୍ରୀୟ ଆକ୍ରାନ୍ତ – ୩୮୬୦