Odiapua.com

ରାଜ୍ୟରେ ଆଜି ୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର ୯-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୭୭୧
୦-୧୮ ବର୍ଷ : ୧୧୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୪୮
– ସ୍ଥାନୀୟ ଅଞ୍ଚଳରୁ୩୨୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୬
୨- ବାଲେଶ୍ୱର ଜିଲ୍ଲାରୁ – ୪୧
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୧୫
୫- ବଲାଙ୍ଗୀର ଜିଲ୍ଲାରୁ – ୨
୬- କଟକ ଜିଲ୍ଲାରୁ – ୭୧
୭- ଦେବଗଡ଼ ଜିଲ୍ଲାରୁ – ୫
୮- ଢେଙ୍କାନାଳ ଜିଲ୍ଲାରୁ – ୧୨
୯- ଗଞ୍ଜାମ ଜିଲ୍ଲାରୁ – ୪
୧୦- ଜଗତସିଂହପୁର ଜିଲ୍ଲାରୁ – ୨୬
୧୧- ଯାଜପୁର ଜିଲ୍ଲାରୁ – ୩୪
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୯
୧୩- କଳାହାଣ୍ଡି ଜିଲ୍ଲାରୁ – ୧
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୫- କେନ୍ଦୁଝର ଜିଲ୍ଲାରୁ – ୫
୧୬- ଖୋର୍ଦ୍ଧାରୁ : ୩୨୭
୧୭- କୋରାପୁଟ ଜିଲ୍ଲାରୁ – ୧୧
୧୮- ମାଲକାନଗିରି : ୩
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୯
୨୦- ନବରଙ୍ଗପୁର ଜିଲ୍ଲାରେ: ୩
୨୧- ନୟାଗଡ଼ ଜିଲ୍ଲାରୁ – ୧୧
୨୨- ନୂଆପଡ଼ା ଜିଲ୍ଲାରୁ – ୧
୨୩- ପୁରୀ ଜିଲ୍ଲାରୁ – ୨୧
୨୪- ରାୟଗଡ଼ା ଜିଲ୍ଲାରୁ – ୧୧
୨୫- ସମ୍ବଲପୁର ଜିଲ୍ଲାରୁ – ୧୭
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩
୨୭- State Pool: ୭୬
– ନୂଆ ସୁସ୍ଥ ହୋଇଥିଲେ୫୭୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୬୬୪୦୭୪
– ମୋଟ ଆକ୍ରାନ୍ତ ୧୦୧୪୩୩୮
– ମୋଟ ସୁସ୍ଛ ହୋଲେଣି ୯୯୯୧୬୫
– ସକ୍ରୀୟ ଆକ୍ରାନ୍ତ – ୭୦୪୨

ରାଜ୍ୟରେ ଆଜି କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮, ୦୭୮ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୩ ଜଣ,

ଯାଜପୁର ୧ ଜଣ,

ଖୋର୍ଦ୍ଧା ୨ ଜଣ,

ମୟୁରଭଞ୍ଜ ୧ ଜଣ,

ନବରଙ୍ଗପୁର ୧ ଜଣ,

ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି।