Odiapua.com

ରାଜ୍ୟରେ ଆଜି ୫୪୯ ନୂଆ ଆକ୍ରାନ୍ତ: କରୋନା ନେଲା ୨ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର ୨୭ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

– ନୂଆ ଆକ୍ରାନ୍ତ୫୪୯
୦-୧୮ ବର୍ଷର: ୭୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୧୮
– ସ୍ଥାନୀୟ ଅଞ୍ଚଳରୁ୨୩୧
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୨
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୪
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୫୦
୭- ଦେବଗଡ଼ ଜିଲ୍ଲାରୁ – ୮
୮- ଢେଙ୍କାନାଳ ଜିଲ୍ଲାରୁ – ୬
୯- ଜଗତସିଂହପୁର ଜିଲ୍ଲାରୁ – ୯
୧୦- ଯାଜପୁର ଜିଲ୍ଲାରୁ – ୧୩
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୨- କଳାହାଣ୍ଡି ଜିଲ୍ଲାରୁ – ୪
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭
୧୪- ଖୋର୍ଦ୍ଧାରୁ: ୨୯୬
୧୫- କୋରାପୁଟ ଜିଲ୍ଲାରୁ – ୩
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୭- ନୟାଗଡ଼ ଜିଲ୍ଲାରୁ – ୧୦
୧୮- ନୂଆପଡ଼ା ଜିଲ୍ଲାରୁ – ୬
୧୯- ପୁରୀ ଜିଲ୍ଲାରୁ – ୯
୨୦- ରାୟଗଡ଼ା ଜିଲ୍ଲାରୁ – ୧
୨୧- ସମ୍ବଲପୁର ଜିଲ୍ଲାରୁ – ୧୬
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୭
୨୪- State Pool: ୬୭
– ନୂଆ ସୁସ୍ଥ ହୋଇଥିଲେ୪୯୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୭୧୯୧୫୯
– ମୋଟ ଆକ୍ରାନ୍ତ ୧୦୩୯୮୧୮
– ମୋଟ ସୁସ୍ଛ ହୋଲେଣି ୧୦୨୬୭୭୪
– ସକ୍ରୀୟ ଆକ୍ରାନ୍ତ – ୪୬୭୩

 

ରାଜ୍ୟରେ ଆଜି କରୋନା ନେଲା ୨ ଜୀବନ। ଏହା ସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୩୧୮ କୁ ବୃଦ୍ଧି ପାଇଛି। ତେବେ ମୃତକମାନେ ହେଲେ

୧. ଅନୁଗୁଳ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୨. କେନ୍ଦୁଝର ଜିଲ୍ଲାର ୧୫ ବର୍ଷ ବୟସ୍କ ପୁରୁଷ।

ଏହି ଦୁଇଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।