Odiapua.com

ରାଜ୍ୟରେ ଆଜି ୪୩୩ ନୂଆ ଆକ୍ରାନ୍ତ: କରୋନା ନେଲା ୪ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର ୨୬ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୪୩୩
୦-୧୮ ବର୍ଷର : ୬୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୨
– ସ୍ଥାନୀୟ ଅଞ୍ଚଳରୁ୧୮୧
୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୮
୩- ବରଗଡ଼ ଜିଲ୍ଲାରୁ – ୬
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୩୬
୭- ଦେବଗଡ଼ ଜିଲ୍ଲାରୁ – ୮
୮- ଢେଙ୍କାନାଳ ଜିଲ୍ଲାରୁ – ୧
୯- ଗଞ୍ଜାମ ଜିଲ୍ଲାରୁ – ୨
୧୦- ଜଗତସିଂହପୁର ଜିଲ୍ଲାରୁ – ୧୪
୧୧- ଯାଜପୁର ଜିଲ୍ଲାରୁ – ୮
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୩- କଳାହାଣ୍ଡି ଜିଲ୍ଲାରୁ – ୨
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧
୧୫- ଖୋର୍ଦ୍ଧାରୁ: ୨୦୭
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୫
୧୭- ନୟାଗଡ଼ ଜିଲ୍ଲାରୁ – ୪
୧୮- ନୂଆପଡ଼ା ଜିଲ୍ଲାରୁ – ୯
୧୯- ପୁରୀ ଜିଲ୍ଲାରୁ – ୮
୨୦- ରାୟଗଡ଼ା ଜିଲ୍ଲାରୁ – ୨
୨୧- ସମ୍ବଲପୁର ଜିଲ୍ଲାରୁ – ୧୭
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨
୨୪- State Pool: ୪୯
– ନୂଆ ସୁସ୍ଥ ହୋଇଥିଲେ୩୬୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୬୪୭୦୬୮
– ମୋଟ ଆକ୍ରାନ୍ତ ୧୦୩୯୨୬୯
– ମୋଟ ସୁସ୍ଛ ହୋଲେଣି ୧୦୨୬୨୭୭
– ସକ୍ରୀୟ ଆକ୍ରାନ୍ତ – ୪୬୨୩

କରୋନା ନେଲା ୪ ଜୀବନ

ରାଜ୍ୟରେ ଆଜି କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଚ ମୃତ୍ୟୁ ସଂଖ୍ୟା ୮,୩୧୬ କୁ ବୃଦ୍ଧି ପାଇଛି। ତେବେ

୧. ଭୁବନେଶ୍ୱରର ଜଣେ ୯୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ଡିମେଣ୍ଟିଆ ଏବଂ ବେଡ୍ରିଡେନ୍ ସ୍ଥିତିରେ ମଧ୍ୟ ପୀଡିତ ଥିଲେ।

୨. ଜଗତସିଂହପୁର ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୩. ମୟୁରଭଞ୍ଜ ଜିଲ୍ଲାର ୩୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୪. ମୟୁରଭଞ୍ଜ ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।