Odiapua.com

ରାଜ୍ୟରେ ୨୨୯ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୭୫୪୫ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

– ନୂଆ ଆକ୍ରାନ୍ତ: ୨୨୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୩

– ସ୍ଥାନୀୟ ଅଞ୍ଚଳରୁ ୩୬

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ – ୯୫

– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ଅନୁଗୁଳ ଜିଲ୍ଲାରୁ –  ୧

୨- ବାଲେଶ୍ୱର ଜିଲ୍ଲାରୁ –  ୨୪

୩- ବରଗଡ଼ ଜିଲ୍ଲାରୁ –  ୧

୪- ବଲାଙ୍ଗୀର ଜିଲ୍ଲାରୁ : ୭

୫- ବୌଦ୍ଦ ଜିଲ୍ଲାରୁ –  ୩

୬- କଟକ ଜିଲ୍ଲାରୁ –  ୧୨

୭- ଦେବଗଡ଼ ଜିଲ୍ଲାରୁ –  ୧

୮- ଗଜପତି ଜିଲ୍ଲାରୁ –  ୧

୯- ଗଞ୍ଜାମ ଜିଲ୍ଲାରୁ –  ୯୫

୧୦- ଜଗତସିଂହପୁର ଜିଲ୍ଲାରୁ –  ୧

୧୧- ଯାଜପୁର ଜିଲ୍ଲାରୁ –  ୨୨

୧୨- ଝାରସୁଗୁଡ଼ା ଜିଲ୍ଲାରୁ –  ୧୦

୧୩- କେନ୍ଦୁଝର ଜିଲ୍ଲାରୁ – ୧

୧୪- ଖୋର୍ଦ୍ଦା ଜିଲ୍ଲାରୁ –  ୨୧

୧୫- କୋରାପୁଟ ଜିଲ୍ଲାରୁ –  ୧

୧୬- ମୟୁରଭଞ୍ଜ ଜିଲ୍ଲାରୁ –  ୨

୧୭- ନୟାଗଡ଼ ଜିଲ୍ଲାରୁ –  ୫

୧୮- ପୁରୀ ଜିଲ୍ଲାରୁ –  ୪

୧୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୭

 

– ନୂଆ ସୁସ୍ଥ ହୋଇଥିଲେ୧୬୪

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୭୪୬୭୨

– ମୋଟ ଆକ୍ରାନ୍ତ ୭୫୪୫

– ମୋଟ ସୁସ୍ଥ ହୋଲେଣି ୫୩୫୩

– ସକ୍ରୀୟ ଆକ୍ରାନ୍ତ –  ୨୧୫୭