Odiapua.com

ଦଲାଇ ଲାମାଙ୍କର ୮୫ ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ) ଆଜି ଶାନ୍ତି, ପ୍ରେମ ଏବଂ କରୁଣାର ପ୍ରତିକ ଦଲାଇ ଲାମାଙ୍କର ୮୫ ତମ ଜନ୍ମ ଦିବସ। ତାଙ୍କର ଜନ୍ମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦଲାଇ ଲାମାଙ୍କ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହିତ ଦୁନିଆରେ ପ୍ରେମ, କରୁଣା ଏବଂ ଶାନ୍ତି ବିସ୍ତାର କରି ଚାଲନ୍ତୁ ବୋଲି ପ୍ରକାଶ କରିଛନ୍ତି।