ମନମୋହନ ସଭାପତି ହେବା ପରେ ଟେନ୍ସନରେ ବିଜେପିର ଏକ ନିର୍ଦ୍ଦିଷ୍ଟ ମୋର୍ଚ୍ଚା!

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବରେ ନିଯୁକ୍ତ ହେବା ପରେ ଓଡ଼ିଶା ବିଜେପିରେ ଏକ ନୀରବ ଝଡ଼ ଆସିଯାଇଛି। ଏପରି ନିଷ୍ପତ୍ତି ପ୍ରାୟ ସମସ୍ତଙ୍କ ପାଇଁ ଅପ୍ରୟାସିତ ଥିଲା। ନିଜ ଅଞ୍ଚଳରେ, ନିଜ ୱାର୍ଡରେ ନିଜର କିଛି ପରିଚୟ ନଥିବା ଏବଂ କେବଳ ଖୋସାମତି, ଚାଟୁକାରୀ କରି ପଦପଦବୀ ସବୁକୁ ଜାବୁଡ଼ି ଧରି ବସିଥିବା ଲୋକ ଏବେ ମନମୋହନ ସଭାପତି ହେବା ପରେ ସେମାନେ ନିଜ ନିଜ ଭାଗ୍ୟ ଭବିଷ୍ୟତକୁ ନେଇ ଟେନ୍ସନ ହୋଇଯାଇଛନ୍ତି। ଏପରି … Continue reading ମନମୋହନ ସଭାପତି ହେବା ପରେ ଟେନ୍ସନରେ ବିଜେପିର ଏକ ନିର୍ଦ୍ଦିଷ୍ଟ ମୋର୍ଚ୍ଚା!