ତୁମ୍ ଇତନା ଜୋ ମୁସ୍କୁରା ରହେ ହୋ, କ୍ୟା ଗମ୍ ହେ ଜିସକା ଛୁପା ରହେ ହୋ ?

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇ ସାରିଛି। ଓଡ଼ିଶାରୁ ଥିବା ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରୁ ମନ୍ତ୍ରୀପଦ ଛଡ଼ାଇ ନିଆଯାଇଛି, ଆଉ ଜଣଙ୍କର ବଦଳେଇ ଦିଆଯାଇଛି। ତେବେ, ଓଡ଼ିଶା ପ୍ରତି ବଦାନ୍ୟତା ଦେଖାଇ ମୋଦି ଗୋଟେ ମନ୍ତ୍ରୀ ପଦ ନେଇଥିଲେ ମଧ୍ୟ ଓଡ଼ିଶାକୁ ଦୁଇଟି ମନ୍ତ୍ରୀ ପଦ ଦେଇଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କୁ ହଟାଇ ଦିଆଯାଇ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳେଇ ଦିଆଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରରୁ ଏବେ ସେ ଶିକ୍ଷା ଓ … Continue reading ତୁମ୍ ଇତନା ଜୋ ମୁସ୍କୁରା ରହେ ହୋ, କ୍ୟା ଗମ୍ ହେ ଜିସକା ଛୁପା ରହେ ହୋ ?