ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର – ହଁ ରେ ହଁ ମାର, ନହେଲେ ତଡ଼ା ଖାଅ

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ରହିବାର ଅଛି ତ’ ହଁ’ ରେ ହଁ’ ମାରିବାକୁ ପଡ଼ିବ। କୌଣସି ପ୍ରଶ୍ନ ପଚାରି ପାରିବନି, କି କିଛି ମତାମତ ଦେଇ ପାରିବନି। ଆଉ କୌଣସି ଆରୋପ ଲଗାଇଲେ (ଅଭିଯୋଗ କଲେ) ତଡ଼ା ଖାଇବ। ଏହା ହେଲା ଓଡ଼ିଶା ବିଜେପିର ଦଳୀୟ ଶୃଙ୍ଖଳା। ଦଳ ପ୍ରତି ଆପଣଙ୍କର କେତେ ଅବଦାନ ରହିଛି କିମ୍ବା ଆନୁଗତ୍ୟ ରହିଛି ତା’ର କୌଣସି ମୂଲ୍ୟ ନାହିଁ। ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ରହିବା ଦରକାର। ଦଳପତି … Continue reading ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର – ହଁ ରେ ହଁ ମାର, ନହେଲେ ତଡ଼ା ଖାଅ