Odiapua.com

ନର୍ମଦା ନଦୀରେ ଅକ୍ଟୋପସ!

ନୂଆଦିଲ୍ଲୀ:ଭାରତୀୟ ବୈଜ୍ଞାନିକ ମାନେ କହିଛନ୍ତି ନର୍ମଦା ନଦୀର ମୁହାଣରେ ପ୍ରଥମ ଥର ପାଇଁ ଅକ୍ଟୋପସ ଦେଖାଯାଇଛି।ନର୍ମଦା ନଦୀର ଏଷ୍ଟୁରାଇନ ଜୋନରେ ଅକ୍ଟୋପସ ଦେଖାଦେଇଛି।ଯାହାର ଲମ୍ବ ୧୯୦ ରୁ ୩୨୦ ମିଲିମିଟର ରହିଛି।ଏହି ଅକ୍ଟୋପସ ଗୁଡ଼ିକ “ସିଷ୍ଟୋପସ ଇଣ୍ଡିକସ” ପ୍ରଜାତିର।ଏମାନଙ୍କୁ ସାଧାରଣ ଭାବରେ “ଓଲଡ ବିମେନ ଅକ୍ଟୋପସ” କୁହାଯାଏ।କିଛି ବୈଜ୍ଞାନିକଙ୍କ କହିବା ଅନୁଯାୟୀ ହାଇଟାଇଡ ବୋଟର କରଣରୁ ଏଗୁଡ଼ିକ ସମୁଦ୍ରରୁ ନର୍ମଦା ନଦୀ ମୁହାଣକୁ ଚାଲିଆସି ଥାଇପାରନ୍ତି।/ଦେବଦତ୍ତ