Odiapua.com

ଏନପିପିଏ କ୍ୟାନ୍ସର ଏବଂ ଡାଇବେଟିସ ସମେତ ୩୬ଟି ଔଷଧର ମୂଲ୍ୟ କଲେ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିୟାମକ ଏନପିପିଏ କ୍ୟାନ୍ସର,ଡାଇବେଟିସ,ସଂକ୍ରମଣ, ଆସ୍ଥମା ଆଦି ସମେତ ଅନ୍ୟ ୩୬ଟି ଔଷଧର ଦାମ ନିର୍ଦ୍ଧାରଣ କରିଛନ୍ତି।ଏନପିପିଏ ଏହା ମଧ୍ୟ କହିଛି, ଏଥିରେ ୨୨ଟି ଔଷଧର ଖୁଚରା ଦର ନିର୍ଦ୍ଧାରିତ କରାଯାଇଛି।ଯେତେବେଳେ କି ୧୪ଟି ଔଷଧର ଅଧିକତମ ମୂଲ୍ୟ ସଂଶୋଧନ କରିଛନ୍ତି।/ଦେବଦତ୍ତ