ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ

ନୂଆଦିଲ୍ଲୀ: ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍!କେତେକ ଖ୍ରୀଷ୍ଟିୟାନ ଏବଂ ଇସ୍ଲାମିକ ଦେଶରୁ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇବା ପାଇଁ କୋଟି କୋଟି ଟଙ୍କା ଆସୁଛି।ଏପରି ଏକ ସମ୍ବେଦନ କଥା କହିଛନ୍ତି ଯୋଗଗୁରୁ ବାବା ରାମଦେବ।ମୋଦିଙ୍କ ତୁଳନାରେ କେହି ନେତା ନ’ଥିବାରୁ, ଏବଂ ମୋଦିଙ୍କ କାମକୁ ଦେଖି, ସେ ଚଳିତ ନିର୍ବାଚନରେ ମୋଦିଙ୍କୁ ସମର୍ଥନ ଦେଉଛନ୍ତି ବୋଲି କହିଛନ୍ତି, ବାବା ରାମଦେବ।//ଦେବଦତ୍ତ ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି … Continue reading ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ