Odiapua.com

ରାଜ୍ୟରେ ୬୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୯୫୮ -୯ ମୃତ

ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୯ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି।

ଭଦ୍ରକ ଜିଲ୍ଲା, କଟକ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରରୁ ୨ ଜଣ ଏବଂ ଖୋର୍ଦ୍ଦା ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତ: ୬୫୯୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୨୭
– ସ୍ଥାନୀୟ ଅଞ୍ଚଳରୁ୨୭୭୨

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୧୮୭
୨- ବାଲେଶ୍ୱର ଜିଲ୍ଲାରୁ – ୧୩୭
୩- ବରଗଡ଼ ଜିଲ୍ଲାରୁ – ୨୦୩
୪- ଭଦ୍ରକ ଜିଲ୍ଲାରୁ – ୮୭
୫- ବଲାଙ୍ଗୀର ଜିଲ୍ଲାରୁ – ୯୮
୬- ବୌଦ୍ଦ ଜିଲ୍ଲାରୁ – ୭୦
୭- କଟକ ଜିଲ୍ଲାରୁ – ୪୮୮
୮- ଦେବଗଡ଼ ଜିଲ୍ଲାରୁ – ୩୮
୯- ଢେଙ୍କାନାଳ ଜିଲ୍ଲାରୁ – ୨୦
୧୦- ଗଜପତି ଜିଲ୍ଲାରୁ – ୮୧
୧୧- ଗଞ୍ଜାମ ଜିଲ୍ଲାରୁ – ୩୨୩
୧୨- ଜଗତସିଂହପୁର ଜିଲ୍ଲାରୁ – ୯୩
୧୩- ଯାଜପୁର ଜିଲ୍ଲାରୁ – ୨୩୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୩୬
୧୫- କଳାହାଣ୍ଡି ଜିଲ୍ଲାରୁ – ୫୧୮
୧୬- କନ୍ଧମାଳ ଜିଲ୍ଲାରୁ – ୩୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୮
୧୮- କେନ୍ଦୁଝର ଜିଲ୍ଲାରୁ – ୧୬୬
୧୯- ଖୋର୍ଦ୍ଧାରୁ : ୯୫୮
୨୦- କୋରାପୁଟ ଜିଲ୍ଲାରୁ – ୬୯
୨୧- ମାଲକାନଗିରି : ୨୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୮୦
୨୩- ନବରଙ୍ଗପୁର ଜିଲ୍ଲାରେ: ୨୨୧
୨୪- ନୟାଗଡ଼ ଜିଲ୍ଲାରୁ – ୯୧
୨୫- ନୂଆପଡ଼ା ଜିଲ୍ଲାରୁ – ୫୫୧
୨୬- ପୁରୀ ଜିଲ୍ଲାରୁ – ୧୪୫
୨୭- ରାୟଗଡ଼ା ଜିଲ୍ଲାରୁ – ୧୧୭
୨୮- ସମ୍ବଲପୁର ଜିଲ୍ଲାରୁ – ୨୨୬
୨୯- ସୋନପୁର ଜିଲ୍ଲାରୁ – ୧୨୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୩୪
୩୧- State Pool: ୨୦୧

– ନୂଆ ସୁସ୍ଥ ହୋଇଥିଲେ୩୪୬୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୯୧୭୮୯୪
– ମୋଟ ଆକ୍ରାନ୍ତ ୪୧୪୦୫୬
– ମୋଟ ସୁସ୍ଥ ହେଲେଣି ୩୬୨୯୩୧
– ସକ୍ରୀୟ ଆକ୍ରାନ୍ତ – ୪୯୦୭୫