Odiapua.com

ନୟାଗଡ଼ ଜିଲ୍ଳାରେ ୧ଲକ୍ଷ ୪୩ହଜାର ୨୮୦ ପିଲା ରୁବେଲା ଟିକା ନେଲେ

ନୟାଗଡ଼,୯ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳାରେ ୧ଲକ୍ଷ ୪୩ହଜାର ୨୮୦ ଜଣ ପିଲାଙ୍କୁ ରୁବେଲା-ମିଳିମିଳା ଟିକା ଦିଆଯାଇଥିବା ଜଣାପଡ଼ିଛି । ଜିଲ୍ଳାରେ ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ୨ଲକ୍ଷ ୨୫ ହଜାର ୨୨୮ ଜଣ ପିଲାଙ୍କୁ ଟିକା ଦିଆଯିବାର ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବାବେଳେ ବୁଧବାର ସୁଦ୍ଧା ୧ଲକ୍ଷ ୪୩ ହଜାର ୨୮୦ ପିଲା ଟିକା ନେଇଥିବା କୁହାଯାଇଛି । ଫଳରେ ଜିଲ୍ଲାରେ ୬୩.୬୨ ପ୍ରତିଶତ ରୁବେଲା-ମିଳିମିଳା ଟିକା ନେଇଥିବା ଜ