ମୋଦିଙ୍କୁ ଜବାବ କି ! ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ?

ମନେ ପକାନ୍ତୁ, ମୋଦିଙ୍କ “୧୦ କଦମ ଚାଲିବାକୁ ୧୦ ମିନିଟ ଲାଗିଯିବା” କହିବା କଥା.. ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ପ୍ରଚାରକୁ ନେଇ ସରଗରମ ଲାଗି ରହିଥିବା ବେଳେ ଏବେ ଏକ ଭିଡିଓ ପଦାକୁ ଆସିଛି।ଅତ୍ୟନ୍ତ ଚତୁରତାର ସହ ଏଭଳି ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି।ଫିଟ୍ ରହିବା ପାଇଁ ନବୀନଙ୍କ ଏଭଳି ଦିନଚର୍ଯ୍ୟାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ କେହି ଦେଖିନଥିବେ।ଓଡ଼ିଶା … Continue reading ମୋଦିଙ୍କୁ ଜବାବ କି ! ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ?