ଓଡ଼ିଶା ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ନବୀନ।କିନ୍ତୁ,,

ଭୁବନେଶ୍ୱର:ଓଡ଼ିଶାରେ ଲୋକ ଚାହୁଁଛନ୍ତି,କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର।ମୋଦୀଙ୍କର ଲୋକପ୍ରିୟତା ଆଶାତୀତ ଭାବରେ ବୃଦ୍ଧି ପାଇଛି।ମୋଦୀ କିମ୍ବା ବିଜେପି ସରକାରର ବିକାଶମୂଳକ ଯୋଜନା ପାଇଁ ଲୋକେ ବିଜେପି ପ୍ରତି ଯେତିକି ଆକୃଷ୍ଟ ହେଉଛନ୍ତି, ତା’ ଠାରୁ ଅଧିକ ମୋଦିଙ୍କ ବୈଦେଶିକ ନୀତି, ବିଦେଶରେ ଭାରତର ପ୍ରଭାବ ବୃଦ୍ଧି ଏବଂ ବିଶେଷ କରି ପାକିସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ ବିଜେପି ଏବଂ ମୋଦିଙ୍କର ଲୋକପ୍ରିୟତାକୁ ଯଥେଷ୍ଟ ବଢାଇଛି।ଏବଂ ଏଣେ କଂଗ୍ରେସ … Continue reading ଓଡ଼ିଶା ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ନବୀନ।କିନ୍ତୁ,,