ଭୁବନେଶ୍ୱର:ଜାନୁଆରୀ ୧୬ ତାରିଖରେ ନୁହେଁ,୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏହି ସୂଚନା ଦେଇଛନ୍ତି।ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ ସମାବେଶରେ ମଧ୍ୟ ଯୋଗଦେବେ ବୋଲି ସେ କହିଛନ୍ତି।ପୂର୍ବରୁ ପ୍ରଧାନମନ୍ତ୍ରୀ ୧୬ ତାରିଖରେ ଆସିବେ ବୋଲି ସୂଚନା ଥିଲା।/ଦେବଦତ୍ତ