Odiapua.com

କଣ୍ଟେଣ୍ଟମେଣ୍ଟ୍ ପଦକ୍ଷେପଗୁଡିକର ଅନୁପାଳନ ୩୦ ଜୁନ୍ ପର୍ଯ୍ୟନ୍ତ ବଳବତ୍ତର ରହିବ ପାଇଁ – ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆ ଦିଲ୍ଲୀ ୨୭-୫ (ଓଡ଼ିଆ ପୁଅ) COVID19 ପାଇଁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ପାଇଁ କଣ୍ଟେଣ୍ଟମେଣ୍ଟ୍ ପଦକ୍ଷେପଗୁଡିକର ଅନୁପାଳନକୁ ନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ।

କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କଣ୍ଟେନମେଣ୍ଟ ଜୋନ ଏବଂ ବିଭିନ୍ନ ପଦକ୍ଷେପଗୁଡିକର ଅନୁପାଳନ ଜାରି ରଖିବା ଏବଂ ସ୍ଥାନୀୟ ସ୍ଥିତିର ଆକଳନ କରିବା ପରେ କେବଳ ଗ୍ରେଡେଜ୍‌ ଢଙ୍ଗରେ ଲକ୍‌ଡାଉନ୍‌ରେ କୋହଳ କରିବାକୁ ଅନୁମତି ଦେବାକୁ କୁହାଯାଇଛି।