୨୫ ହଜାର ଚାଲାଣ କଟାଯିବାରୁ “କ’ଣ କଲା ସେ” ମଦୁଆ ଡ୍ରାଇଭର ?

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ୍ ଲାଗୁ ଦେଲାପରେ ଆକ୍ସନକୁ ଆସି ଯାଇଛନ୍ତି ଟ୍ରାଫିକ୍ ପୋଲିସ୍।ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡ଼ିର କାଗଜ ପତ୍ର ଠିକ୍ ନ’ଥିଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି।ବସ୍, ଟ୍ରକ୍, ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ ଭରୁଛନ୍ତି ଫାଇନ୍।ଏପରିକି ବେଳେବେଳେ ଗାଡ଼ିର ଦର ଠାରୁ ଅଧିକ ଜୋରିମାନା ଭରି ହନ୍ତସନ୍ତ ହେଉଛନ୍ତି ଲୋକେ।ହଠାତ୍ ଏ’ କଠୋର ଆଇନ୍ ଲୋକଙ୍କ ମନରେ କୋକୁଆ ଭୟ … Continue reading ୨୫ ହଜାର ଚାଲାଣ କଟାଯିବାରୁ “କ’ଣ କଲା ସେ” ମଦୁଆ ଡ୍ରାଇଭର ?