Odiapua.com

ମୋ ସହ ପଙ୍ଗା ନେଲେ ମୁଁ ଚଙ୍ଗା ହେଇଯିବି : ମମତା ବାନାର୍ଜୀ

କୋଲକତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି,ଆପଣ ଯଦି ମୋ ସହିତ ପଙ୍ଗା ନେବେ,ତେବେ ମୁଁ ଚଙ୍ଗା ହେଇଯିବି।ମମତା କହିଛନ୍ତି ମୋଦି ବାବୁ ଭ୍ରଷ୍ଟାଚାରରେ ଓସ୍ତାଦ।ରାଫେଲ ଡିଲରେ ସେ ସବୁଠାରୁ ଭ୍ରଷ୍ଟ ବ୍ୟକ୍ତି।ଏହା ସହ ମମତା କହିଥିଲେ,ଆପଣ (ମୋଦି)ଯଦି ମୋ ସହିତ ପଙ୍ଗା ନେବେ,ତେବେ ମୁଁ ଚଙ୍ଗା ହେଇଯିବି।ଏହା ଭାବିବନି ଯେ ମୁଁ ଆପଣଙ୍କୁ ଡରିଗଲି।ମୁଁ କାହାକୁ ଡରେ ନାହିଁ।/ଦେବଦତ୍ତ