ମବ୍ ଲିଞ୍ଚିଂ; ଦୁଇ ସାଧୂ ଏବଂ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା: ସାଧୂ ସମାଜ କ୍ଷୁବ୍ଧ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମବ୍ ଲିଞ୍ଚିଂ ଘଟି ଦୁଇଜଣ ସାଧୂ ଏବଂ ଜଣେ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଲୋକ। ମୃତକ ଦୁଇଜଣ ସାଧୁ ସୁଶୀଲ ଗିରୀ ମହାରାଜ, ନୀଲେଶ ତେଲଗଡେ ଏବଂ ଡ୍ରାଇଭର ଜୟେଶ ତେଲଗେଡ ବୋଲି ଜଣାପଡିଛି। ଏହି ହତ୍ୟାକାଣ୍ଡ ଘଟଣାରେ ୧୧୦ ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ମହାରାଷ୍ଟ୍ର ପାଲଘର ଜିଲ୍ଲାର ଦାବଦୀ ଖାନଭେଲ ରୋଡର ଆଦିବାସୀ ଗ୍ରାମରେ ପ୍ରାୟ ୨୦୦ ଲୋକ ଏହି ୩ ଜଣଙ୍କୁ ଡକାୟତ ଭାବି … Continue reading ମବ୍ ଲିଞ୍ଚିଂ; ଦୁଇ ସାଧୂ ଏବଂ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା: ସାଧୂ ସମାଜ କ୍ଷୁବ୍ଧ