Odiapua.com

ଦିଲ୍ଲୀରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୧୧ ଟା ୩୮ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୨.୨ ଥିଲା ବୋଲି ଜଣାପଡ଼ିଛି। ଏହାର ଏପି ସେଣ୍ଟର ଦିଲ୍ଲୀର ଉତ୍ତର ପଶ୍ଚିମରେ ୧୩ କିମି ଦୂରରେ ଥିଲା ବୋଲି କୁହାଯାଉଛି। କୌଣସି କ୍ଷୟକ୍ଷତି ହୋଇଥିବାଖବର ନାହିଁ। ଏଥିରେ ଭୟଭୀତ ନ ହେବାକୁ କୁହାଯାଇଛି।