Odiapua.com

ସିକ୍କିମ୍ : ୭ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ସିକ୍କିମ୍ ରେ ୭ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି।

ଏ ନେଇ ସିକ୍କିମ୍ ସରକାରଙ୍କ ତରଫରୁ ଏକ ବଜ୍ଞପ୍ତି ପ୍ରକାଶ ପାଇଛି।