ଲକ୍ ଡାଉନ୍- ୪.୦: ୧୨ଟି ରାଜ୍ୟର ୩୦ଟି ଜିଲ୍ଲାରେ ଜାରୀ ରହିପାରେ କଠୋର କଟକଣା; ଜାଣନ୍ତୁ ଓଡ଼ିଶାର କେଉଁ ସହର ..

ଭୁବନେଶ୍ୱର: ଦେଶରେ କରୋନା ବିପର୍ଯ୍ୟୟ ଜାରି ରଖିଛି। ପ୍ରତିଦିନ ପ୍ରାୟ ୩୦୦୦ ରୁ ଅଧିକ ମାମଲା ସମ୍ମାକୁ ଆସୁଛି। ବଢ଼ୁଥିବା ଏହି ମାମଲାକୁ ଦୃଷ୍ଟିରେ ରଖି ଦେଶର ୧୨ଟି ରାଜ୍ୟର ୩୦ଟି ଜିଲ୍ଲା ବା ମ୍ୟୁନିସିପାଲିଟି ଅଞ୍ଚଳରେ ଲକଡାଉନ୍ ୪.୦ରେ କୌଣସି କୋହଳ ହେବାର ସମ୍ଭାବନା ଜଣାପଡ଼ୁ ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲା ମାଜିଷ୍ଟ୍ରେଟ ମାନଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ହୋଇଛି। ଯେଉଁଥିରେ ବିଶେଷ … Continue reading ଲକ୍ ଡାଉନ୍- ୪.୦: ୧୨ଟି ରାଜ୍ୟର ୩୦ଟି ଜିଲ୍ଲାରେ ଜାରୀ ରହିପାରେ କଠୋର କଟକଣା; ଜାଣନ୍ତୁ ଓଡ଼ିଶାର କେଉଁ ସହର ..