Odiapua.com

ଦିଲ୍ଲୀ ବିଧାନସଭା ନିର୍ବାଚନ : ପୁଣି କେଜ୍ରୀୱାଲ, ଜାଣନ୍ତୁ କିଏ କେତେ ଭୋଟରେ ବିଜୟୀ/ଆଗୁଆ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ ୧୧-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସବାର ମତଗଣନା ପ୍ରାୟତଃ ଶେଷ ହୋଇଛି। ତେବେ ୭୦ ନିର୍ବାଚନ କ୍ଷେତ୍ରରୁ ଆପ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ଟି ଆଶନରେ ବିଜୟୀ ହୋଇଥିବା ବେଳେ ଦୁଇଟି ଆସନରେ ଆଗୁଆ ଅଛି। ସେହିପରି ବିଜେପି ୮ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ଖାତା ଖୋଲିପାରିନାହିଁ। ଆପକୁ ୫୩.୫୭% ପତିଶତ ଭୋଟ ମିଳିଥିବା ବେଳେ ବିଜେପି କୁ ୩୮.୫୦% ପ୍ରତିଶତ ଏବଂ କଂଗ୍ରେସକୁ ୪.୨୬% ପ୍ରତିଶତ ଭୋଟ ମିଳିଥିଲା।

ତେବେ ଜାଣନ୍ତୁ କିଏ କେଉଁଠାରୁ କେତେ ଭୋଟରେ ବିଜୟୀ/ଆଗୁଆ ରହିଛନ୍ତି।

ନିର୍ବାଚନ କ୍ଷେତ୍ର         ନିର୍ବାଚନ  କ୍ଷେତ୍ର ସଂ.                ବିଜୟୀ/ଆଗୁଆ ଦଳ             ଅନୁଗାମୀ ପ୍ରର୍ଥୀ ଦଳ                        ଅନ୍ତର

ଆଦର୍ଶ ନଗର ପବନ ଶର୍ମା ଆମ ଆଦମୀ ପାର୍ଟୀ ରାଜ କୁମାର ଭାଟିୟା ଭାରତୀୟ ଜନତା ପାର୍ଟୀ ୧୫୮୯
ଆମ୍ବେଡକର ନଗର ୪୮ ଅଜୟ ଦତ୍ତ ଆମ ଆଦମୀ ପାର୍ଟୀ ଖୁଶୀରାମ ଚୁନାର ଭାରତୀୟ ଜନତା ପାର୍ଟୀ ୨୮୩୨୭
ବାବରପୁର ୬୭ ଗୋପାଲ ରାୟ ଆମ ଆଦମୀ ପାର୍ଟୀ ନରେଶ ଗୌଡ଼ ଭାରତୀୟ ଜନତା ପାର୍ଟୀ ୩୩୦୬୨
ବଦରପୁର ୫୩ ରାମବୀର ସିଂହ ବିଧୂଡ଼ୀ ଭାରତୀୟ ଜନତା ପାର୍ଟୀ ରାମ ସିଂହ ନେତାଜୀ ଆମ ଆଦମୀ ପାର୍ଟୀ ୩୭୧୯
ବାଦଲୀ ଅଜେଶ ୟାଦବ ଆମ ଆଦମୀ ପାର୍ଟୀ ବିଜୟ କୁମାର ଭଗତ ଭାରତୀୟ ଜନତା ପାର୍ଟୀ ୨୯୧୨୩
ବଲ୍ଲୀମାରାନ ୨୨ ଇମରାନ ହୁସୈନ ଆମ ଆଦମୀ ପାର୍ଟୀ ଲତା ଭାରତୀୟ ଜନତା ପାର୍ଟୀ ୩୬୧୭୨
ବବାନା ଜୟ ଭଗବାନ ଆମ ଆଦମୀ ପାର୍ଟୀ ରବିନ୍ଦ୍ର କୁମାର ଭାରତୀୟ ଜନତା ପାର୍ଟୀ ୧୧୫୨୬
ବିଜବାସନ ୩୬ ଭୁପେନ୍ଦ୍ର ସିଂହ ଜୂନ ଆମ ଆଦମୀ ପାର୍ଟୀ ସତ ପ୍ରକାଶ ରାଣା ଭାରତୀୟ ଜନତା ପାର୍ଟୀ ୭୫୩
ବୁରାଡୀ ସଂଜୀବ ଝା ଆମ ଆଦମୀ ପାର୍ଟୀ ଶୈଲେନ୍ଦ୍ର କୁମାର ଜନତା ଦଲ (ୟୂନାୟଟେଡ) ୮୮୧୫୮
ଚାଂଦନୀ ଚକ ୨୦ ପ୍ରହଲାଦ ସିଂହ ସାହନୀ ଆମ ଆଦମୀ ପାର୍ଟୀ ସୁମନ କୁମାର ଗୁପ୍ତା ଭାରତୀୟ ଜନତା ପାର୍ଟୀ ୨୯୫୮୪
ଛତର ପୁର ୪୬ କରତାର ସିଂହ ତଂବର ଆମ ଆଦମୀ ପାର୍ଟୀ ବ୍ରହ୍ମ ସିଂହ ତଂବର ଭାରତୀୟ ଜନତା ପାର୍ଟୀ ୩୭୨୦
ଦିଲ୍ଲୀ କଟ ୩୮ ବିରେନ୍ଦ୍ର ସିହଁ କାଦିୟାନ ଆମ ଆଦମୀ ପାର୍ଟୀ ମନୀଷ ସିଂହ ଭାରତୀୟ ଜନତା ପାର୍ଟୀ ୧୦୫୯୦
ଦେବଲୀ ୪୭ ପ୍ରକାଶ @ ପ୍ରକାଶ ଜାରବାଲ ଆମ ଆଦମୀ ପାର୍ଟୀ ଅରବିନ୍ଦ କୁମାର ଭାରତୀୟ ଜନତା ପାର୍ଟୀ ୪୦୧୭୩
ଦ୍ବାରକା ୩୩ ବିନୟ ମିଶ୍ରା ଆମ ଆଦମୀ ପାର୍ଟୀ ପ୍ରଦ୍ୟୁମ୍ନ ରାଜପୂତ ଭାରତୀୟ ଜନତା ପାର୍ଟୀ ୧୪୩୮୭
ଗାଂଧୀନଗର ୬୧ ଅନିଲ କୁମାର ବାଜପେୟୀ ଭାରତୀୟ ଜନତା ପାର୍ଟୀ ନବୀନ ଚୌଧରୀ ଆମ ଆଦମୀ ପାର୍ଟୀ ୬୦୭୯
ଘୋଣ୍ଡା ୬୬ ଅଜୟ ମହାବର ଭାରତୀୟ ଜନତା ପାର୍ଟୀ ଶ୍ରୀଦତ୍ତ ଶର୍ମା ଆମ ଆଦମୀ ପାର୍ଟୀ ୨୮୩୭୦
ଗୋକଲପୁର ୬୮ ସୁରେନ୍ଦ୍ର କୁମାର ଆମ ଆଦମୀ ପାର୍ଟୀ ରଣଜୀତ ସିଂହ ଭାରତୀୟ ଜନତା ପାର୍ଟୀ ୧୯୪୮୮
ଗ୍ରେଟର କଲାଶ ୫୦ ସୌରଭ ଭାରଦ୍ବାଜ ଆମ ଆଦମୀ ପାର୍ଟୀ ଶିଖା ରାୟ ଭାରତୀୟ ଜନତା ପାର୍ଟୀ ୧୬୮୦୯
ହରୀ ନଗର ୨୮ ରାଜ କୁମାରୀ ଢିଲ୍ଲୋ ଆମ ଆଦମୀ ପାର୍ଟୀ ତଜିଂଦର ପାଲ ସିଂହ ବଗ୍ଗା ଭାରତୀୟ ଜନତା ପାର୍ଟୀ ୨୦୧୩୧
ଜନକ ପୁରୀ ୩୦ ରାଜେଶ ଋଷି ଆମ ଆଦମୀ ପାର୍ଟୀ ଆଶୀଷ ସୂଦ ଭାରତୀୟ ଜନତା ପାର୍ଟୀ ୧୪୯୧୭
ଜଂଗପୁରା ୪୧ ପ୍ରବୀଣ କୁମାର ଆମ ଆଦମୀ ପାର୍ଟୀ ଇମପ୍ରୀତ ସିଂହ ବକ୍ଶୀ ଭାରତୀୟ ଜନତା ପାର୍ଟୀ ୧୬୦୬୩
କାଲକାଜୀ ୫୧ ଆତିଶୀ ଆମ ଆଦମୀ ପାର୍ଟୀ ଧର୍ମବୀର ସିଂହ ଭାରତୀୟ ଜନତା ପାର୍ଟୀ ୧୧୩୯୩
କରାବଲ ନଗର ୭୦ ମୋହନ ସିଂହ ବିଷ୍ଟ ଭାରତୀୟ ଜନତା ପାର୍ଟୀ ଦୁର୍ଗେଶ ପାଠକ ଆମ ଆଦମୀ ପାର୍ଟୀ ୮୨୨୩
କରୋଲ ବାଗ ୨୩ ବିଶେଷ ରବି ଆମ ଆଦମୀ ପାର୍ଟୀ ୟୋଗେନ୍ଦ୍ର ଚାଂଦୋଲିୟା ଭାରତୀୟ ଜନତା ପାର୍ଟୀ ୩୧୭୬୦
କସ୍ତୂରବା ନଗର ୪୨ ମଦନ ଲାଲ ଆମ ଆଦମୀ ପାର୍ଟୀ ରବିନ୍ଦ୍ର ଚୌଧରୀ ଭାରତୀୟ ଜନତା ପାର୍ଟୀ ୩୧୬୫
କିରାଡ଼ୀ ଋତୁରାଜ ଗୋବିନ୍ଦ ଆମ ଆଦମୀ ପାର୍ଟୀ ଅନିଲ ଝା ଭାରତୀୟ ଜନତା ପାର୍ଟୀ ୫୬୫୪
କୋଣ୍‍ଡଲୀ ୫୬ କୁଲଦୀପ କୁମାର ଆମ ଆଦମୀ ପାର୍ଟୀ ରାଜ କୁମାର ଭାରତୀୟ ଜନତା ପାର୍ଟୀ ୧୭୯୦୭
କୃଷ୍ଣା ନଗର ୬୦ ଏସ. କେ. ବଗ୍ଗା (ଏଡବୋକେଟ) ଆମ ଆଦମୀ ପାର୍ଟୀ ଡ. ଅନିଲ ଗୋୟଲ ଭାରତୀୟ ଜନତା ପାର୍ଟୀ ୩୯୯୫
ଲକ୍ଷ୍ମୀ ନଗର ୫୮ ଅଭୟ ବର୍ମା ଭାରତୀୟ ଜନତା ପାର୍ଟୀ ନିତିନ ତ୍ୟାଗୀ ଆମ ଆଦମୀ ପାର୍ଟୀ ୮୮୦
ମାଦୀପୁର ୨୬ ଗିରୀଶ ସୋନୀ ଆମ ଆଦମୀ ପାର୍ଟୀ କୈଲାଶ ସାଁକଲା ଭାରତୀୟ ଜନତା ପାର୍ଟୀ ୨୨୭୧୯
ମାଲବୀୟ ନଗର ୪୩ ସୋମନାଥ ଭାରତୀ ଆମ ଆଦମୀ ପାର୍ଟୀ ଶୈଲେନ୍ଦ୍ର ସିଂହ ଭାରତୀୟ ଜନତା ପାର୍ଟୀ ୧୮୧୪୪
ମଂଗୋଲ ପୁରୀ ୧୨ ରାଖୀ ବିରଲା ଆମ ଆଦମୀ ପାର୍ଟୀ କର୍ମ ସିଂହ କର୍ମା ଭାରତୀୟ ଜନତା ପାର୍ଟୀ ୩୦୧୧୬
ମଟିୟା ମହଲ ୨୧ ଶୁଐବ ଇକବାଲ ଆମ ଆଦମୀ ପାର୍ଟୀ ରବିନ୍ଦ୍ର ଗୁପ୍ତା ଭାରତୀୟ ଜନତା ପାର୍ଟୀ ୫୦୨୪୧
ମଟିୟାଲା ୩୪ ଗୁଲାବ ସିଂହ ଆମ ଆଦମୀ ପାର୍ଟୀ ରାଜେଶ ଗହଲୋଟ ଭାରତୀୟ ଜନତା ପାର୍ଟୀ ୨୮୦୭୫
ମହରଲୀ ୪୫ ନରେଶ ୟାଦବ ଆମ ଆଦମୀ ପାର୍ଟୀ କୁସୁମ ଖତ୍ରୀ ଭାରତୀୟ ଜନତା ପାର୍ଟୀ ୧୮୧୬୧
ମାଡଲ ଟାଉନ ୧୮ ଅଖିଲେଶ ପତି ତ୍ରିପାଠୀ ଆମ ଆଦମୀ ପାର୍ଟୀ କପିଲ ମିଶ୍ରା ଭାରତୀୟ ଜନତା ପାର୍ଟୀ ୧୧୧୩୩
ମୋତୀ ନଗର ୨୫ ଶିବ ଚରଣ ଗୋୟଲ ଆମ ଆଦମୀ ପାର୍ଟୀ ସୁଭାଷ ସଚଦେବା ଭାରତୀୟ ଜନତା ପାର୍ଟୀ ୧୪୦୭୨
ମୁଡକା ଧର୍ମପାଲ ଲାକଡ଼ା ଆମ ଆଦମୀ ପାର୍ଟୀ ଆଜାଦ ସିଂହ ଭାରତୀୟ ଜନତା ପାର୍ଟୀ ୧୯୧୫୮
ମୁସ୍ତଫାବାଦ ୬୯ ହାଜୀ ୟୂନୁସ ଆମ ଆଦମୀ ପାର୍ଟୀ ଜଗଦୀଶ ପ୍ରଧାନ ଭାରତୀୟ ଜନତା ପାର୍ଟୀ ୨୦୭୦୪
ନଜଫଗଦ ୩୫ କୈଲାଶ ଗହଲୋତ ଆମ ଆଦମୀ ପାର୍ଟୀ ଅଜୀତ ସିଂହ ଖରଖଡ଼ୀ ଭାରତୀୟ ଜନତା ପାର୍ଟୀ ୬୨୩୧
ନାଗଲୋଈ ଜାଟ ୧୧ ରଘୁବିନ୍ଦ୍ର ଶୌକୀନ ଆମ ଆଦମୀ ପାର୍ଟୀ ସୁମନ ଲତା ଭାରତୀୟ ଜନତା ପାର୍ଟୀ ୧୧୬୨୪
ନରେଲା ଶରଦ କୁମାର ଆମ ଆଦମୀ ପାର୍ଟୀ ନୀଲ ଦମନ ଖତ୍ରୀ ଭାରତୀୟ ଜନତା ପାର୍ଟୀ ୧୭୪୨୯
ନଈ ଦିଲ୍ଲୀ ୪୦ ଅରବିଂଦ କେଜରୀବାଲ ଆମ ଆଦମୀ ପାର୍ଟୀ ସୁନୀଲ କୁମାର ୟାଦବ ଭାରତୀୟ ଜନତା ପାର୍ଟୀ ୨୧୬୯୭
ଖଲା ୫୪ ଅମାନତୁଲ୍ଲାହ ଖାନ ଆମ ଆଦମୀ ପାର୍ଟୀ ବ୍ରହ୍ମ ସିଂହ ଭାରତୀୟ ଜନତା ପାର୍ଟୀ ୭୧୮୨୭
ପାଲମ ୩୭ ଭାବନା ଗୌଡ଼ ଆମ ଆଦମୀ ପାର୍ଟୀ ବିଜୟ ପଂଡିତ ଭାରତୀୟ ଜନତା ପାର୍ଟୀ ୩୨୮୪୭
ପଟେଲ ନଗର ୨୪ ରାଜ କୁମାର ଆନନ୍ଦ ଆମ ଆଦମୀ ପାର୍ଟୀ ପ୍ରବେଶ ରତ୍ନ ଭାରତୀୟ ଜନତା ପାର୍ଟୀ ୩୦୯୩୫
ପଟପରଗଂଜ ୫୭ ମନୀଷ ସିସୋଦିୟା ଆମ ଆଦମୀ ପାର୍ଟୀ ରବିଂଦର ସିଂହ ନେଗୀ ଭାରତୀୟ ଜନତା ପାର୍ଟୀ ୩୨୦୭
ଆର କେ ପୁରମ ୪୪ ପ୍ରମିଲା ଟୋକସ ଆମ ଆଦମୀ ପାର୍ଟୀ ଅନିଲ କୁମାର ଶର୍ମା ଭାରତୀୟ ଜନତା ପାର୍ଟୀ ୧୦୩୬୯
ରାଜେନ୍ଦ୍ର ନଗର ୩୯ ରାଘବ ଚଡ୍ଢ଼ା ଆମ ଆଦମୀ ପାର୍ଟୀ ସରଦାର ଆର ପୀ ସିଂହ ଭାରତୀୟ ଜନତା ପାର୍ଟୀ ୨୦୦୫୮
ରାଜରୀ ଗାଡର୍ନ ୨୭ ଅ ଧନବତୀ ଚଂଦୀଲା ଅ ଆମ ଆଦମୀ ପାର୍ଟୀ ରମେଶ ଖନ୍ନା ଭାରତୀୟ ଜନତା ପାର୍ଟୀ ୨୨୯୭୨
ରିଠାଲା ମହେନ୍ଦ୍ର ଗୋୟଲ ଆମ ଆଦମୀ ପାର୍ଟୀ ମନୀଷ ଚୌଧରୀ ଭାରତୀୟ ଜନତା ପାର୍ଟୀ ୧୩୮୭୩
ରୋହିଣୀ ୧୩ ବିଜେନ୍ଦ୍ର କୁମାର ଭାରତୀୟ ଜନତା ପାର୍ଟୀ ରାଜେଶ ନାମା ବଂସୀବାଲା ଆମ ଆଦମୀ ପାର୍ଟୀ ୧୨୬୪୮
ରୋହତାସ ନଗର ୬୪ ଜିତେନ୍ଦ୍ର ମହାଜନ ଭାରତୀୟ ଜନତା ପାର୍ଟୀ ସରିତା ସିଂହ ଆମ ଆଦମୀ ପାର୍ଟୀ ୧୩୨୪୧
ସଦର ବାଜାର ୧୯ ସୋମ ଦତ୍ତ ଆମ ଆଦମୀ ପାର୍ଟୀ ଜୟ ପ୍ରକାଶ (ଜେ.ପୀ) ଭାରତୀୟ ଜନତା ପାର୍ଟୀ ୨୫୬୪୪
ସଂଗମ ବିହାର ୪୯ ଦିନେଶ ମୋହନିୟା ଆମ ଆଦମୀ ପାର୍ଟୀ ଶିବ ଚରନ ଲାଲ ଗୁପ୍ତା ଜନତା ଦଲ (ୟୂନାୟଟେଡ) ୪୨୫୨୨
ସୀଲମ ପୁର ୬୫ ଅବ୍ଦୁଲ ରହମାନ ଆମ ଆଦମୀ ପାର୍ଟୀ କୌଶଲ କୁମାର ମିଶ୍ରା ଭାରତୀୟ ଜନତା ପାର୍ଟୀ ୩୬୯୨୦
ସୀମା ପୁରୀ ୬୩ ରାଜେନ୍ଦ୍ର ପାଲ ଗୌତମ ଆମ ଆଦମୀ ପାର୍ଟୀ ସଂତ ଲାଲ ଲୋକ ଜନ ଶକ୍ତି ପାର୍ଟୀ ୫୬୧୦୮
ଶାହଦରା ୬୨ ରାମନିବାସ ଗୋୟଲ ଆମ ଆଦମୀ ପାର୍ଟୀ ସଂଜୟ ଗୋୟଲ ଭାରତୀୟ ଜନତା ପାର୍ଟୀ ୫୨୯୪
ଶକୁରବସ୍ତୀ ୧୫ ସତ୍ୟେନ୍ଦ୍ର ଜୈନ ଆମ ଆଦମୀ ପାର୍ଟୀ ଡା. ଏସ. ସୀ. ବତ୍ସ ଭାରତୀୟ ଜନତା ପାର୍ଟୀ ୭୫୯୨
ଶାଲୀମାର ବାଗ ୧୪ ବଂଦନା କୁମାରୀ ଆମ ଆଦମୀ ପାର୍ଟୀ ରେଖା ଗୁପ୍ତା ଭାରତୀୟ ଜନତା ପାର୍ଟୀ ୩୪୪୦
ସୁଲତାନପୁର ମାଜରା ୧୦ ମୁକେଶ କୁମାର ଅହଲାବତ ଆମ ଆଦମୀ ପାର୍ଟୀ ରାମ ଚନ୍ଦ୍ର ଚାବରିୟା ଭାରତୀୟ ଜନତା ପାର୍ଟୀ ୪୮୦୫୨
ତିଲକ ନଗର ୨୯ ଜରନୈଲ ସିଂହ ଆମ ଆଦମୀ ପାର୍ଟୀ ରାଜୀବ ବବ୍ବର ଭାରତୀୟ ଜନତା ପାର୍ଟୀ ୨୮୦୨୯
ତିମାରପୁର ଦିଲୀପ ପାଣ୍ଡେୟ ଆମ ଆଦମୀ ପାର୍ଟୀ ସୁରିନ୍ଦର ପାଲ ସିଂହ (ବିଟଟୂ) ଭାରତୀୟ ଜନତା ପାର୍ଟୀ ୨୪୧୪୪
ତ୍ରି ନଗର ୧୬ ପ୍ରୀତି ତୋମର ଆମ ଆଦମୀ ପାର୍ଟୀ ତିଲକ ରାମ ଗୁପ୍ତା ଭାରତୀୟ ଜନତା ପାର୍ଟୀ ୧୦୭୧୦
ତ୍ରିଲକ ପୁରୀ ୫୫ ରୋହିତ କୁମାର ଆମ ଆଦମୀ ପାର୍ଟୀ କିରନ ଭାରତୀୟ ଜନତା ପାର୍ଟୀ ୧୨୪୮୬
ତୁଗଲକାବାଦ ୫୨ ସହୀରାମ ଆମ ଆଦମୀ ପାର୍ଟୀ ବିକ୍ରମ ବିଧୂଡ଼ୀ ଭାରତୀୟ ଜନତା ପାର୍ଟୀ ୧୩୭୫୮
ଉତ୍ତମ ନଗର ୩୨ ନରେଶ ବାଲ୍ୟାନ ଆମ ଆଦମୀ ପାର୍ଟୀ କୃଷ୍ଣ ଗହଲୋଟ ଭାରତୀୟ ଜନତା ପାର୍ଟୀ ୧୯୭୫୯
ବିକାସପୁରୀ ୩୧ ମହିଂଦ୍ର ୟାଦବ ଆମ ଆଦମୀ ପାର୍ଟୀ ସଂଜୟ ସିଂହ ଭାରତୀୟ ଜନତା ପାର୍ଟୀ ୪୨୦୫୮
ବିଶ୍ବାସ ନଗର ୫୯ ଓମ ପ୍ରକାଶ ଶର୍ମା ଭାରତୀୟ ଜନତା ପାର୍ଟୀ ଦୀପକ ସିଂଗଲା ଆମ ଆଦମୀ ପାର୍ଟୀ ୧୬୪୫୭
ବଜୀରପୁର ୧୭ ରାଜେଶ ଗୁପ୍ତା ଆମ ଆଦମୀ ପାର୍ଟୀ ଡ. ମହେନ୍ଦ୍ର ନାଗପାଲ ଭାରତୀୟ ଜନତା ପାର୍ଟୀ ୧୧୬୯୦