Odiapua.com

Lic ରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଏଲଆଇସି ହାଉସିଂ ଫାଇନ୍ସାସ ଲିମିଟେଡରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସହାୟକ, ଆସୋସିଏଟ୍ ଏବଂ ସହାୟକ ପ୍ରବନ୍ଧକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକପାର୍ଥୀମାନେ ଆବେଦନ କରିବାକୁ ଚାହୁଁଥିଲେ ଆଜି ହିଁ ଏଲଆଇସି ହାଉସିଂ ଫାଇନ୍ସାସର ଅଫିସିଆଲ ୱେସାଇଡରେ ଦିଆଯାଇଥିବା ସମସ୍ତ ସୂଚନା ଜାଣିବା ପରେ ଆବେଦନ କରନ୍ତୁ।

ପଦବୀ

ସହାୟକ- ୧୨୫

ଆସୋସିଏଟ- ୭୫

ସହାୟକ ପ୍ରବନ୍ଧକ- ୧୦୦

ଆବେଦନ ପତ୍ର ଜମା କରିବା ଆରମ୍ଭ ତାରିଖ- ୮ ଅଗଷ୍ଟ ୨୦୧୯

ଆବେଦନ ପତ୍ର ଜମା କରିବା ଶେଷ ତାରିଖ- ୨୬ ଅଗଷ୍ଟ ୨୦୧୯

ଆବେଦନ ଶୁଳ୍କ

ସମସ୍ତ ବର୍ଗର ଆବେଦନକାରୀଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ।

ବୟସ ସୀମା

ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୨୮ ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀମାନେ କେଣସି ବାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଉତିନ୍ନ ହୋଇଥିବେ। ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ଶୈକ୍ଷିକ ଯୋଗ୍ୟତା ନିର୍ଦ୍ଦାରିତ କରାଯାଇଛି।