ଏକଲା ଲଢ଼ୁଛନ୍ତି ଲେଖାଶ୍ରୀ! ନାଁ,କଥା ଆଉ କିଛି?

ଭୁବନେଶ୍ୱର: ନିର୍ବାଚନ ସରିଗଲା।ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ନିର୍ବାଚନ ପୂର୍ବରୁ ସବୁଠାରୁ ଅଧିକ ହଙ୍ଗମା କରୁଥିବା ବିଜେପି ମହିଳା ମୋର୍ଚ୍ଚା ବୋଧେ ନିର୍ବାଚନ ପରେ ଏବେ ଟିକେ ଥକି ଯାଇଛି।କିନ୍ତୁ, ଥକି ନାହାଁନ୍ତି ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର।୨୦୧୭ ମସିହାର ମାଲକାନଗିରି ଗୋବିନ୍ଦପାଲିରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଏବଂ ଆତ୍ମହତ୍ୟା ଘଟଣାର ପିଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ସହଯୋଗ କରିବାକୁ ଯାଇ ରାଜ୍ୟ ପୋଲିସ … Continue reading ଏକଲା ଲଢ଼ୁଛନ୍ତି ଲେଖାଶ୍ରୀ! ନାଁ,କଥା ଆଉ କିଛି?