Odiapua.com

କେରଳ:ଖରାପ ବ୍ୟବହାର ସତ୍ତ୍ୱେ କାନ୍ଦିକାନ୍ଦି ସୁଟିଂ ଚାଲୁ ରଖିଲେ ମହିଳା କ୍ୟାମେରାପର୍ସନ

ତିରୁବନନ୍ତପୁରମ:କେରଳ ତିରୁବନନ୍ତପୁରମ ଠାରେ ପ୍ରଦର୍ଶନକାରୀଙ୍କ ଦ୍ଵାରା ଖରାପ ବ୍ୟବହାର ସତ୍ତ୍ୱେ କାନ୍ଦିକାନ୍ଦି ସୁଟିଂ ଜାରି ରଖିଥିବା ମହିଳା କ୍ୟାମେରାପର୍ସନ ସାଜିଲା ଅଲି ଫତିମାଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଏହା ସହ ସବରୀମାଲା ମନ୍ଦିରରେ ୫୦ ବର୍ଷରୁ କମ ବୟସ୍କ ୨ଜଣ ମହିଳାଙ୍କ ପ୍ରବେଶ ବିରୋଧରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆୟୋଜିତ କେରଳ ବନ୍ଦ ଏବଂ ଆନ୍ଦୋଳନ ସମୟରେ ଉପୁଜିଥିବା ହିଂସାରେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।/ଦେବଦତ୍ତ