Odiapua.com

ବେକେରୀ ନାଁ’ କୁ ନେଇ ବିବାଦ:ହଟିଲା କରାଚୀ ଶବ୍ଦ

ବେଙ୍ଗଲୁର:ବେଙ୍ଗୁଲୁରରେ ଥିବା ଏକ ବେକରୀ ସାଧାରଣରେ ବିରୋଧ ଯୋଗୁଁ ତା’ ନାଁ ପରିବର୍ତ୍ତନ କରିଛି।”କରାଚୀ ବେକରୀ” ନାମରେ ଏହି ବେକରୀ ଥିଲା।କିନ୍ତୁ କରାଚୀ ଶବ୍ଦକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ପରେ ଆଉଟଲେଟର ବୋର୍ଡରେ ଥିବା କରାଚୀ ଶବ୍ଦକୁ ଢାଙ୍କିବାକୁ ପଡ଼ିଲା।ଏବଂ ତ୍ରିରଙ୍ଗା ଲଗାଇବାକୁ ପଡ଼ିଲା।ମ୍ୟାନେଜରଙ୍କ କହିବା ଅନୁଯାୟୀ ଲୋକଙ୍କୁ ଲାଗିଲା ଆମେ ପାକିସ୍ଥାନୀ।କିନ୍ତୁ ବାସ୍ତବରେ ମାଲିକ ଜଣେ ହିନ୍ଦୁ।ଏବଂ ୫୩ ବର୍ଷ ହେଲା ଆମେ ଏହି ନାମ ବ୍ୟବହାର କରି ଆସୁଥିଲୁ।/ଦେବଦତ୍ତ