ଯିଏ ରାମଙ୍କର ନୁହଁ, ସେ କୋଉ କାମର ନୁହେଁ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାରାଷ୍ଟ୍ରରେ ବଂଶବାଦ ରାଜନୀତି ତଥା ଠାକରେ ପରିବାରକୁ ଲାଗିଛି ଏକ ବଡ଼ ଝଟକା। ଉଦ୍ଧବଙ୍କ ମେଣ୍ଟ ସରକାର ପତ୍ତନ ପରେ ଶିବସେନା ନାଁ’ ଓ ଧନୁ ତୀର ଚିହ୍ନକୁ ନେଇ ସିନ୍ଦେ ଟିମ୍ ଓ ଉଦ୍ଧବ ଟିମ୍‌ଙ୍କ ମଧ୍ୟରେ ଆଇନଗତ ଲଢ଼େଇ ହୋଇଥିଲା। ମାମଲା ନିର୍ବାଚନ କମିଶନଙ୍କ ପାଖରେ ଅଟକିଥିଲା। ଏହାପରେ ଅକ୍ଟୋବର ୨୦୨୨ରେ ଶିବସେନା ନାଁ’ ଓ ଚିହ୍ନକୁ ସିଜ୍ କରିଦେଇଥିଲେ ନିର୍ବାଚନ କମିଶନ। ମହାରାଷ୍ଟ୍ରରେ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବାର ୮ମାସ ପରେ … Continue reading ଯିଏ ରାମଙ୍କର ନୁହଁ, ସେ କୋଉ କାମର ନୁହେଁ ..