Odiapua.com

JEE ମେନ ୨୦୨୨ ସେସନ ୨ ପରୀକ୍ଷା ଫଳ ଘୋଷିତ

ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ଏନ୍‌ଟିଏ (NTA) ଆନୁଷ୍ଠାନିକ ଭାବରେ ନିଜ ୱେବସାଇଟରେ JEE ମେନ୍ ରେଜଲ୍ଟ ୨୦୨୨ ସେସନ ୨ ଘୋଷଣା କରିଛି। ପରୀକ୍ଷାର୍ଥୀମାନେ ୱେବସାଇଟରୁ JEE ମେନ୍ ସେସନ ୨ ରେଜଲ୍ଟ ୨୦୨୨ ଡାଉନଲୋଡ୍ କରିପାରିବେ। ଡାଉନଲୋଡ୍ କରିବା ପାଇଁ ୱେବସାଇଟ୍ ହେଉଛି jeemain.nta.nic.in