ମମତା ବାନାର୍ଜୀଙ୍କୁ “ଜୟ ଶ୍ରୀରାମ” ଚିଠି!

ଭୁବନେଶ୍ୱର: “ଜୟ ଶ୍ରୀରାମ” ନାରା ଶୁଣି ରାଗି ଯାଉଛନ୍ତି ମମତା।ଆଉ ନାରା ଲଗାଉଥିବା ଲୋକଙ୍କୁ ରାଗରେ କହୁଛନ୍ତି,ଚମଡା ବାହାର କରିଦେବି।ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିଲେ ମମତା।ଏହି ସମୟରେ ରାସ୍ତାର ଆଖପାଖରେ କିଛି ଲୋକ “ଜୟ ଶ୍ରୀରାମ” ନ୍ୟାରା ଦେଇଥିଲେ।ଏହାପରେ ରାଗିଯାଇଥିଲେ ମମତା।କାରରୁ ଓହ୍ଲାଇ ମମତା ସେମାନଙ୍କ ଉପରେ ଚିତ୍କାର କରି ସଂପୃକ୍ତ ଲୋକ ସବୁ ବାହାରୁ ଆସିଛନ୍ତି ଓ ବିଜେପିର ଏଜେଣ୍ଟ ବୋଲି … Continue reading ମମତା ବାନାର୍ଜୀଙ୍କୁ “ଜୟ ଶ୍ରୀରାମ” ଚିଠି!