Odiapua.com

ଜାପାନ ପାସପୋର୍ଟ ସବୁଠୁ ଶକ୍ତିଶାଳୀ,ଭାରତ ପାସପୋର୍ଟ ୭୯ତମ ସ୍ଥାନରେ

ନୂଆଦିଲ୍ଲୀ:ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ଜାପାନ ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ।ଜାପାନ ପାସପୋର୍ଟ ଲଗାତାର ଦୂତୀୟ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି।ଦୂତୀୟ ସ୍ଥାନରେ ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ପାସପୋର୍ଟ ଯୁଗ୍ମ ଭାବରେ ରହିଛନ୍ତି।ଯେତେବେଳେ କି ଭାରତୀୟ ପାସପୋର୍ଟ ୨ଟି ସ୍ଥାନ ଉପରକୁ ଉଠି ୭୯ତମ ସ୍ଥାନରେ ରହିଛି।ଇରାନ ଏବଂ ଆଫଗାନିସ୍ଥାନ ପାସପୋର୍ଟ ଯୁଗ୍ମ ଭାବରେ ସବୁଠାରୁ ତଳେ ରହିଥିବା ବେଳେ ପାକିସ୍ଥାନ ପାସପୋର୍ଟ ତଳ ଆଡ଼ୁ ତୃତୀୟ ସ୍ଥାନରେ ରହିଛି।/ଦେବଦତ୍ତ