Odiapua.com

ସାଧ୍ଵୀ ସରସ୍ୱତୀଙ୍କ ଜଳ ଯୋଗକ୍ରିୟା

ନୂଆଦିଲ୍ଲୀ: ମହାକାଳ ନଗରୀ ଉଜ୍ଜୟିନୀର କ୍ଷୀପ୍ରା ନଦୀ ତଟରେ ଶ୍ରୀମଦ୍ଭଗବଦ୍ଗୀତା ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ସାଧ୍ଵୀ ସରସ୍ୱତୀଙ୍କ ଜଳ ଯୋଗକ୍ରିୟା। କ୍ଷୀପ୍ରା ନଦୀ ଜଳରେ ସ୍ନାନ କରିବା ଅବସରରେ ସାଧ୍ଵୀ ସରସ୍ୱତୀ ଏହି ଜଳ ଯୋଗକ୍ରିୟା କରିଥିଲେ। ଏହି ଅବସରରେ ସାଧ୍ଵୀଜୀ’ ଭଗବାନ ବିଷ୍ଣୁ ଏବଂ ଭଗବାନ ଶ୍ରୀ ରୁଦ୍ରଙ୍କ ପବିତ୍ର ଅଭିଷେକ ମଧ୍ୟ କରିଥିଲେ।
/-ଦେବଦତ୍ତ ରଥ