Odiapua.com

ଜଗତସିଂହପୁରରେ ବେଆଇନ ମଦ ଜବତ

ଜଗତସିଂହପୁର ୨୬-୫ (ଓଡ଼ିଆ ପୁଅ) ବେଆଇନ ମଦ ବିରୋଧରେ ଆମର ଡ୍ରାଇଭ୍ ଜାରି ରଖି ଜଗତ୍ସିଂହପୁର ପୋଲିସ୍। ଆଜି ଜଣେ ଅଭିଯୁକ୍ତଙ୍କ ନିକଟରୁ ୧୦୦ ଲିଟର ମଦ ଜବତ କରିଛି ପୋଲିସ୍ ଏ ନେଇ ଅଧିକ ତଦନ୍ତ ଜାରୀ ରଖିଛି।