ଜଗତସିଂହପୁର ୮-୬ (ଓଡ଼ିଆ ପୁଅ) ଆଜି ଜଗତସିଂହପୁର ଜିଲ୍ଲାରେ ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ମୋଟ ନମ୍ବର ପଜିଟିଭ୍ କେସ୍ ୧୯,୩୮୯ କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଛନ୍ତି ୨୪୧ ଜଣ ତେବେ ସମୁଦାୟ ସୁସ୍ଥ ହେଲେଣି ୧୬, ୭୬୯ ଜଣ। ଆଜି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି ମୃତକ ଜଣକ ହେଉଛନ୍ତି କୁଜଙ୍ଗ ଅଞ୍ଚଳର -୫୫ ବର୍ଷ ବୟସ୍କ ପୁରୁଷ। ତେବେ ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୦ ହୋଇଥିବା ବେଳେ ସକ୍ରିୟ ମାମଲା ଅଛି ୨,୫୭୦।
ପରୀକ୍ଷ ହୋଇଛି ୨,୮୧,୫୫୧
ପଜିଟିଭ୍ ମାମଲା – ୨୩୨
୪୩ – ବାଲିକୁଦା
୨୧ – ବିରିଡି
୩୮- ଏରାସମା
୨୬ – କୁଜଙ୍ଗ
୦୨ – ନାଉଗାଁ
୨୨ – ତିର୍ତ୍ତୋଲ
୧୬ -ରଘୁନାଥପୁର
୪୪ – ଜଗତସିଂହପୁର ବ୍ଲକ
୬ – ଜଗତସିଂହପୁର ULB
୧୪ – ପାରାଦୀପ ULB